ଓଡିଶା

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

ଭୁବନେଶ୍ୱର : ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣା ହଟିଲା। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା 24ରୁ ବିଧାନସଭାର ଅଧିବେଶନ ଆରମ୍ଭ। ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। ଲିଖିତ ଭାବେ ଜଣାଇଲେ ସେମାନଙ୍କୁ video conference ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ସକାଳ ସାଢେ 10ରୁ 1ଟା 30 ଏବଂ ଅପରାହ୍ନ ଅଧିବେଶନରେ 4ଟା ରୁ 7 ପର୍ଯ୍ୟନ୍ତ ବିଧାନସଭା ଚାଲିବ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା।

 

Related posts

ବସ୍‌-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ

mahabharatanews

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews

ଆଜି ପବିତ୍ର ମହାଳୟା ଅମାବାସ୍ୟା

mahabharatanews