Uncategorized

 ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

ଭୁବନେଶ୍ୱର : ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ । ବିଧାୟକ ମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ ବୋଲି ଦାବି କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଉଛି ତେଣୁ ବିଜେପି ତାକୁ ବିରୋଧ କରୁଥିବା କହିଲେ ଜୟ ନାରାୟଣ । ମୁଲତବୀ ପ୍ରସ୍ତାଵ ସବୁବେଳେ ମୁଖ୍ୟ ବିରୋଧୀ ଦଳ ହିଁ ଦେଇଥାଏ । ସେଥିପାଇଁ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି କେବଳ ସେ ସୁଯୋଗ ଦେବା ପାଇଁ ସର୍ବଦଳୀୟ ବୈଠକରେ ଦାବି କଲା ବିଜେପି ।

Related posts

ଶ୍ରୀନଗର ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

mahabharatanews

କଶାବକୁ ଧରିଥିବା ୧୪ ପୁଲିସଙ୍କୁ ପଦୋନ୍ନତି

mahabharatanews

ମହାଭିଯୋଗ ଉପରେ ଟ୍ରମ୍ପଙ୍କ ଜବାବ

mahabharatanews