ଭାରତ

ମହାରାଷ୍ଟ୍ରରରେ ଭୂକମ୍ପର ଝଟକା

ମୁମ୍ବାଇ: ଚାରି ୟଆଡେ ଭୂକମ୍ପର ଝଟକା । ମହାରାଷ୍ଟ୍ରର ନାସିକା ଅଞ୍ଚଳ ଭୁକମ୍ପରେ ଦୋହଲିଲା । ଆଜି ପାହାନ୍ତାରୁ ଭୁକମ୍ପର ଝଟକା ଅନୂଭୁତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ରେକର୍ଡ ୩.୬ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୪.୪ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ୫ କିମି ତଳେ ଥିଲା ଭୂକମ୍ପର ଗଭୀରତା ଭୂମିଠାରୁ । ଏହି ଭୁକମ୍ପରେ କ।ହାର କିଛି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି ।

Related posts

ଦେଶରେ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ

mahabharatanews

ପରଲୋକରେ ସାଂସଦ ରତନ ଲାଲ କାଟରିଆ

mahabharatanews

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

mahabharatanews