ଓଡିଶାଦୁର୍ଘଟଣା

ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର : ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ।ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋର ରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ। ସର୍ଟ ସକ୍ରିଟ ରୁ ନିଆଁ ଲାଗିଥିବା ସନ୍ଧେହ।  ଦୋକନରୁ ପ୍ରଥମେ ଧୂଆଁ ବାହାରିଥିଲା। ସିକୁରିଟି ଗାର୍ଡ ଦୋକାନଙ୍କୁ ଜଣାଇବା ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ନିଆଁ ରେ ଜଳି ପୋଡି ପାଉଁଶ ହୋଇ ଯାଇଛି ଦୋକାନ। ଦୋକାନରେ ଦାମୀ ମୋବାଇଲ, କଭର ଓ ବିଭିନ୍ନ ପ୍ରକାରର ଇଲୋଟ୍ର ନିକ୍ସ ସାମଗ୍ରୀ ପୋଡି ଯାଇଛି। ପ୍ରାୟ 50 ଲକ୍ଷ ଟଙ୍କା ସମ୍ପତି ନଷ୍ଟ ହୋଇଥିବା ଦୋକାନ କର୍ମଚାରୀ କହିଛନ୍ତି।।

Related posts

ଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତ

mahabharatanews

ଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହ

mahabharatanews

 ବିଜୟ ମହାପାତ୍ରଙ୍କୁ ବହିଷ୍କାର କଲା ବିଜେପି

mahabharatanews