ଅପରାଧଓଡିଶା

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

ନୂଆପଡା : ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଜବତ ସହ ସମ୍ପୃକ୍ତ ୪ ଜଣ ନାବାଳକଙ୍କୁ ତାଗିତ କଲା ପୋଲିସ । ସୂଚନା ଅନୁସାରେ ଖଡ଼ିଆଳ ସହରର ମୁଖ୍ୟ ରାସ୍ତାରେ ଥିବା ଏକ ମୋବାଇଲ ଦୋକାନରୁ ଗତ ୫ ତାରିଖ ଦିନ ଚୋରି ହୋଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ର ତଦନ୍ତ କରିଥିଲା ଏବଂ ୪ ଜଣ ନାବାଳକଙ୍କ ଠାରୁ ୧୦ ଟି ମୋବାଇଲ ଏବଂ ଗୋଟିଏ ଇଅରଫୋନ ଉଦ୍ଧାର କରିଥିଲା କ୍ଷ ପରେ ଉକ୍ତ ୪ ନାବାଳକଙ୍କୁ ତାଗିତ କରିବା ସହ ଛାଡି ଦେଇଥିଲା ପୋଲିସ ।

Related posts

ଶୂନ୍ୟ ପହଣ୍ଡିରେ ଆସିଲେ ମା’ ସୁଭଦ୍ରା

mahabharatanews

ମାଆଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

mahabharatanews

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

mahabharatanews