ଓଡିଶା

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ପୋଲିସ ଦ୍ବାରା ଅଟକ । କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଗଣ୍ଡୋଗଳ ଅଭିଯୋଗରେ ଅଟକ ରଖିଛି ପୋଲିସ । ଏପରିକି ପୁଲିସ ସହିତ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସେଜି ସିଂ । ସେଜି ସିଂଙ୍କୁ ତାଙ୍କ ଜିମରୁ ଧରି ତାଙ୍କ ବିରୋଧରେ IPC ଧାରା ୩୮୩, ୩୮୪ ଓ ୫୦୬ ଓ ଆର୍ମ ଆକ୍ଟ ଲାଗିଛି ।

Related posts

ସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତା

mahabharatanews

ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକ

mahabharatanews

ରେଳ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁ

mahabharatanews