ଓଡିଶା

ମାଣ୍ଡିଆ ଗୀତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି ।ମାଣ୍ଡିଆକୁ ନେଇ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତକାର ରିକୀ କେଜ୍‌ ଗୀତ ରଚନା କରିଛନ୍ତି ।

ଗ୍ରହ ଅନୁକୂଳ ଓ ପୌଷ୍ଟିକ ବଜାର ପାଇଁ ମାଣ୍ଡିଆର ସୁନ୍ଦର ଗୀତ ରଚନା କରିଥିବାରୁ ରିକୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ପରିବେଶ ଉପଯୋଗୀ ଶସ୍ୟ ପାଇଁ ଅଧିକ ଆଗ୍ରହୀ ହେବେ ଲୋକ । ଫାଓକୁ ଧନ୍ୟବାଦ ଦେଇଛନ୍ତି ନବୀନ |

Related posts

ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

mahabharatanews

ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews