ଓଡିଶା

ହେଙ୍ଗୁଳା ଯାତ୍ରା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ବ୍ରହ୍ମଗିରି / ସୁଜିତ ସାହୁ: ଆଜି ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବି ମାଁ ହେଙ୍ଗୁଳାଙ୍କ ଫିଠରେ ଆୟୋଜିତ ହୋଇଛି ହେଙ୍ଗୁଳା ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ, ଏଥିପାଇ, ଚଳଚଞ୍ଚଳ ହୋଇଉଠିଛି ଶ୍ରୀକରପୁର ସ୍ଥିତ ମାଁ ହେଙ୍ଗୁଳାଙ୍କ ପିଠ। ଶହଶ୍ରାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅଗ୍ନୀ ସ୍ବରୁପା ମାଁ ହେଙ୍ଗଳା ଦେଉଛନ୍ତି ଦର୍ଶନ । ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ପରିବେଷ। ଜଗତଜନନୀ ମାଁ ହେଙ୍ଗୁଳାଙ୍କ ୫ଦିନ ଧରି ଚାଲିଥିବା ଏହି ଦୁର୍ଲଭ ହେଙ୍ଗୁଳା ଯାତ୍ରା ପାଇଁ ଦୁରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମୀଳିଛି।

Related posts

ପ୍ରେମିକାଠୁ ମନଭରିବା ପରେ ଥାନାର ଦ୍ୱାରସ୍ଥ ବିଧାୟକ!

mahabharatanews

ଆଜି ବିଶ୍ୱ ପୃଥିବୀ ଦିବସ

mahabharatanews

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews