Accident

ଭାଲୁ ଆକ୍ରମଣ ରେ ବୃଦ୍ଧ ଆହତ

ନୂଆପଡା :ନୂଆପଡାଜିଲ୍ଲା ବୋଡେ଼ନ ବ୍ଲକ କୁଳିଙ୍ଗାମାଲ ରେ ଭାଲୁ ଆକ୍ରମଣ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ କ୍ଷ କ୍ଷବୃଦ୍ଧ ଜଣଙ୍କ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା କ୍ଷ ଆହତ କ୍ଷବୃଦ୍ଧ ଜଣଙ୍କ କୁଳିଙ୍ଗାମାଲ ର ପୁରନ୍ଦର ମାଝୀ କ୍ଷ ତାଙ୍କୁ ବୋଡେ଼ନ ହସ୍ପିଟାଲ ରେ ଭର୍ତି କରାଯାଇଛି କ୍ଷଗାଁର ଲୋକ ବାରବାର ଏପରି ସମସ୍ୟ ଦେଖାଯାଇଛି ।ମାନେ ଲୋକ ମାନେ ଗାଁ ଲୋକଙ୍କ କହିବା ଅନୁସାରେ ଭାଲୁ ଖାଦ୍ୟ ଅନ୍ନସନ୍ନ କରିବାକୁ ଆସିବାବେଳେ ଏପରି ହୋଇଛି । ଆଜି ଏହା ପ୍ରଥମ ଥର ନୁହେଁ ଆଗରୁ ଏପରି ହୋଇଛି । ଗାଁ ଲୋକଙ୍କ କହିବା ଅନୁସାରେ ଏପରି ଆଜିନୁହେଁ ଆଗରୁ ମଧ୍ୟ ହୋଇଛି । ଏଥି ନେଇ ବନ ବିଭାଗକୁ ଜଣାଇଛନ୍ତି । ବନବିଭାଗର ତରଫରୁ କହିଛନ୍ତି ଭାଲୁକୁ ନିୟନ୍ତ୍ରଣ କରିବା ପାଇଁ ଯାହା ଦରକାର ସେହି ପଦକ୍ଷପ ନେବେ ବୋଲି କହିଛନ୍ତି ।

Related posts

ଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତର

mahabharatanews

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନ

mahabharatanews