ଓଡିଶା

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

କାକଟପୁର: ଆଜି ହେଉଛି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ପବିତ୍ର ତିରୋଧାନ ଦିବସ,୧୯୧୬ ମସିହା ମାର୍ଚ୍ଚ ପାଞ୍ଚ ତାରିଖ ରେ କଟକ ସହର ରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁ, ଜଣେ କିମ୍ବଦନ୍ତୀ ପୂର୍ଣ୍ଣ ମଣିଷ ହିସାବ ରେ କେବଳ ଓଡିଶା କି ଭାରତ ନୁହେଁ ଭାରତ ବାହାରେ ଅନେକ ସାହାସିକତା ର କାର୍ୟ୍ୟ କରି ଅନେକ ଇତିହାସ ରେ ତାଙ୍କ ନାମ କୁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ କରାଯାଇଛି ,୧୯୯୭ମସିହା ଏପ୍ରିଲ ୧୭ତାରିଖ ରେ ଏହି ମହାନ ଜନ ନାୟକ ଙ୍କ ସ୍ୱାସ୍ଥ୍ୟ ଖରାପ କାରଣ ରୁ ଅକାଳ ବିୟୋଗ ହୋଇଥିଲା, ସାରା ଓଡିଶା ନୁହେଁ, ଭାରତ ବର୍ଷ ଏବଂ ଭାରତ ବାହାରେ ମଧ୍ୟ ସବୁ ସ୍ତବ୍ଧ ହୋଇଯାଇଥିଲା, ତାଙ୍କ ପରେ ତାଙ୍କ ସୋପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପିତା ଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବା ପାଇଁ ଓଡିଶା ମଙ୍ଗ ଧରିଛନ୍ତି, ସେହି ଦିନ ଠୁ ଆଜି ପର୍ୟ୍ୟନ୍ତ ତାଙ୍କ ତିରୋଧାନ ଦିବସ ରେ ରାଜ୍ୟ ର ଅନେକ ସ୍ଥାନ ରେ ବିଜୁ ଜନତା ଦଳ ପାଳନ କରୁଛି ଅନେକ ସ୍ବେଛାସେବୀ କାର୍ୟ୍ୟକ୍ରମ

Related posts

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ

mahabharatanews

ଦାରିଦ୍ର୍ୟର ତାଡନାରେ ଅସହାୟ,ସରକାରୀ ସହାୟତାକୁ ଅପେକ୍ଷା

mahabharatanews

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews