ଓଡିଶାସ୍ୱାସ୍ଥ୍ୟ

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

ଗଞ୍ଜମ/ ରଜନୀ କାନ୍ତ ପାତ୍ର : ସାରା ରାଜ୍ୟରେ ଜରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ତାତିରେ ଛଟପଟ ହେଇଛ ଜନ ଜୀବନ । ସକାଳ ୮ଟା ହେଲେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ତେଣୁ ସରକାର ମଧ୍ୟ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିଥିବା ବେଳେ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଭ ଅନ୍ୟପଟେ ପ୍ରତେକଙ୍କ ଘରେ ଦେଖିବାକୁ ମିଳଛି ଖଣ୍ଡା ଜ୍ଜୋର କିନ୍ତୁ କେହିବି ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି । ବାହାର ଦୋକାନରୁ ଔଷଧ କିଣି ଖାଉଥିବା ଦେଖାଯାଉଛି । ଡାକ୍ତରଙ୍କ ପରାମର୍ଶ ଚିଠାନ ନେଲେ କୋଣଷି ଦୋକାଦୀ ଔଷଧ ନ ଦେବାପାଇଁ ସ୍ୱସ୍ଥ୍ୟ ବିଭାଗ ବାରଣ କରିଥିଲେ ହେଁ ଏଠି ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହା ହେଉଛି ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଅଞ୍ଚଳର । ଏଭଳି ସ୍ଥଳେ ସ୍ୱାସ୍ଥ୍ୟ ବିଭାଗର ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ନ ପହଞ୍ଚିବା ଦୁର୍ଭାଗ୍ୟ ବିଷୟ ବୋଲି ମତ ପ୍ରକାଶ ପାଇଛି ।

Related posts

ଚନ୍ଦ୍ରଯାନ-୩; ସଫଳତା କାମନା କଲେ ଶଙ୍କରାଚାର୍ଯ୍ୟ 

mahabharatanews

ରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ବହୁବନ୍ଧ ଗ୍ରାମ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ

mahabharatanews