Accidentଓଡିଶା

ମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍

ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା ଫଳରେ ବ୍ୟବସାୟୀ ର ଘଟଣା ସ୍ଥଳରେ ମୃତୁ ଘଟିଛି। ମୃତ ବ୍ୟବସାୟୀ ହେଲେ ଖଲିଗୁଡ଼ା ଗ୍ରାମର ବି. ପ୍ରକାଶ ରାଓ । ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଅଡିବସିଛନ୍ତି । ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଜ।ରିରଖିଛି।

Related posts

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews

ନିଆଁରେ ଜଳି ମହିଳା ଗୁରୁତର

mahabharatanews

ରାଂସଳ ଓ କୁହିକା ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

mahabharatanews