ଭାରତ

ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ, କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବ

ନୂଆ ଦ୍ୱିଲ୍ଲୀ: ଜାତିର ପିତା ମହାତ୍ମ ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ ଘଟିଛି । ଦୀର୍ଘ ଦିନହେବ ସେ ଅସୁସ୍ଥ ଥିଲେ । ଆଜି ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ଜଣେ ଲେଖକ ଏବଂ ସାମାଜିକ- ରାଜନୈତିକ ବିଶ୍ଲେଷକ । ଅରୁଣ ଗାନ୍ଧୀଙ୍କର ଆଜି କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବାର ସୂଚନା ରହିଛି ।

Related posts

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

mahabharatanews

ଆଜିଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

mahabharatanews

ଜାଣନ୍ତୁ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ

mahabharatanews