ମନୋରଞ୍ଜନ

ମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା 

(ମୁମ୍ବାଇ) : ମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା । ମା ହେବା ପୂର୍ବର ତାଙ୍କ  କିଛି ଫୋଟୋ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ସେ ବହୁତ ଖୁସିରେ ଅପେକ୍ଷା କରିଛନ୍ତି ତାଙ୍କ ବେବି କେବେ ଏ ଦୁନିଆକୁ ଆସିବ ।

ଖବରନୁଯାୟୀ ,କିଛିଦିନ ତଳେ ଅଭିଷେକ ବଚ୍ଚନଙ୍କ ସହ ସେ ‘ଦ ବିଗ୍ ବୁଲ୍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ। ଆଗକୁ ଆସୁଛି ଇଲିଆନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରା କ୍ୟା ହୋଗା’। ଏଥିରେ ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ରଣଦୀପ୍ ହୋଦା।

 

 

 

Related posts

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews

ଭୋଟ ଦେଲେ ବଲିଉଡ ତାରକା

mahabharatanews

ଭାଇରଲ ହେଉଛି ବିରୁଷ୍କାଙ୍କ ପ୍ରେମଭରା ଭିଡିଓ 

mahabharatanews