ଓଡିଶା

କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ

 (ଭଦ୍ରକ) : କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ । ରାଜ୍ୟରେ କୋଭିଡ୍‌ରେ ଜଣେ ୨ବର୍ଷର ଶିଶୁ ମୃତ୍ୟୁ ବରଂ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ତେବେ ଶିଶୁଟି ସିଜର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହାକୁ ମିଶାଇ ଚଳିତ ବର୍ଷ ରାଜ୍ୟରେ ୧୧ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହେଲାଣି। ଏବେ ବି ରାଜ୍ୟରେ ୩୪୮୫ କୋଭିଡ ଚିକିତ୍ସାଧୀନ ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।

ସୂଚନାନୁଯାୟୀ ,କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହିକ୍ରମରେ  ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦିଓ ଦୈନିକ ସଂକ୍ରମଣ ୫ଶହରୁ ଖସି ଆସିଛି ତଥାପି ୩ଶହ ଉପରେ ଜାରି ରହିଛି। ରାଜ୍ୟରେ ଆଉ ୨୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

Related posts

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews

୨୦ କିଲୋ ଚାଉଳ , ୨ କିଲୋ ମାଛରେ ଚଳୁଛି ପରିବାର

mahabharatanews

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews