ମନୋରଞ୍ଜନ

ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ

(ମୁମ୍ବାଇ) : ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ । ବିବାହକୁ ନେଇ   ଦେଓଲ ବହୁତ ଖୁସି ଅଛନ୍ତି। କରଣ ଖୁବ୍ ଶୀଘ୍ର ତାଙ୍କର ଦୀର୍ଘ ସମୟର ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ମାସ ପୂର୍ବେ କରଣ ଏବଂ ଦ୍ରିଶାଙ୍କ ଗୁପ୍ତରେ ନିର୍ବନ୍ଧ ହୋଇଯାଇଛି।

ସୂଚନାନୁଯାୟୀ ,ଭିଡିଓରେ ଏହି ଯୋଡି କାଜୁଆଲ୍ ଲୁକ୍‌ରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ କାର୍‌ରୁ ଓହ୍ଲାଉଥିବାର ନଜର ଆସନ୍ତି  ଦୁହେଁ ବାହାରକୁ ଆସିବା ମାତ୍ରେ ପାପାରାଜି କରଣ ଏବଂ ଦ୍ରିଶାଙ୍କୁ ସ୍ୱାଗତ କରୁଛନ୍ତି। ଏହାପରେ ସେମାନେ ମଧ୍ୟ ପାପାରାଜିଙ୍କ ପାଇଁ ଜୋରଦାର ପୋଜ୍ ଦେଉଥିବା ଦେଖାଯାଏ।

Related posts

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନୀ ଲିଓନ

mahabharatanews

ସାରା ବିଶ୍ୱରେ ରିଲିଜ ହୋଇଛି ‘ଭୂତ ବଙ୍ଗଳା’

mahabharatanews

‘ଅଙ୍କିତାକୁ ବିବାହ କରାଇବାକୁ ଚାହୁନଥିଲୁ’ :ବିକିଙ୍କ ମା  

mahabharatanews