ମନୋରଞ୍ଜନ

ଝିଅ ସହ ରାମ୍ପୱାକ୍ କରି ଚର୍ଚ୍ଚାରେ କପିଲ 

(ମୁମ୍ବାଇ) : ହାସ୍ୟ ଅଭିନେତା କପିଲ ଶର୍ମା ନିଜ ଶୋ’ ପାଇଁ ଘରେ ଘରେ ପରିଚିତ ।  ବର୍ତ୍ତମାନ, ହାସ୍ୟ ଅଭିନେତା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତା ଏକ ଇଭେଣ୍ଟରେ ତାଙ୍କ ପ୍ରିୟ ଝିଅ ସହିତ କରିଛନ୍ତି ରାମ୍ପୱାକ୍ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ରବିବାର ରାତିରେ କପିଲ ଶର୍ମାଙ୍କର ୩ ବର୍ଷର ଝିଅ ଅନାୟରାଙ୍କ ସହ ଏକ କାର୍ଯ୍ୟକ୍ରମରେ ରାମ୍ପୱାକ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଭିଡିଓରେ କପିଲଙ୍କ ଝିଅ ଅନାୟାରାଙ୍କୁ ଫ୍ଲାଇଙ୍ଗ କିସ୍ ଦେବାକୁ କହିଥିଲେ । ଅନୟାରା ପିତାଙ୍କ କଥା ଶୁଣି ସମସ୍ତ ଦର୍ଶକଙ୍କୁ ପ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଇଥିଲେ ।

Related posts

ରିଲିଜ ହେଲା ଚଳଚ୍ଚିତ୍ର ‘Yodha’ର ଟିଜର 

mahabharatanews

 ଗୌରୀ ଖାନଙ୍କୁ ଇଡି ନୋଟିସ

mahabharatanews

ସଲିମ ଖାନ ହସ୍ପିଟାଲରେ ଭର୍ତ୍ତି: ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

mahabharatanews