ଓଡିଶା

ଦୁବାଇରେ ଧୁମଧାମରେ ପାଳିତ ହେଲା ଓଡ଼ିଶା ଦିବସ 

(ଭୁବନେଶ୍ୱର) : ଧୁମଧାମରେ ପାଳିତ ହେଲା ଦୁବାଇରେ ଓଡ଼ିଶା ଦିବସ ସମାରୋହ। ନୃତ୍ୟଗୀତ ସହ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ। ଏହି ସମାରୋହରେ ଓଡ଼ିଶାରୁ ଯାଇଥଇବା ମନ୍ତ୍ରୀ, ବିଧାୟକଙ୍କ ସହ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ।

ସୂଚନାନୁଯାୟୀ , ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର  ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଶାସକ ଦଳର ବହୁ ମନ୍ତ୍ରୀ, ବିଧାୟକ ମଧ୍ୟ ସାମିଲ ହୋଇଥିଲେ।

Related posts

୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ସୁସ୍ଥ ହେଲେ ୭୩

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews