ଓଡିଶା

ଆଜି ସାବିତ୍ରୀ ବ୍ରତ ,ଚଳଚଞ୍ଚଳ ଗାଁରୁ ସହର

(ଭୁବନେଶ୍ୱର) :  ଆଜି ହେଉଛି ବଡ଼ ପର୍ବ ସାବିତ୍ରୀ ବ୍ରତ । ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ବିବାହିତ ମହିଳା। ତେବେ ଏହାକୁ ନେଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ପୂଜା ଚାଲିଛି । ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।

ସୂଚନାନୁଯାୟୀ, ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି।

 

 

 

 

Related posts

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

mahabharatanews

ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

mahabharatanews

 ଗଡ଼ିଲା ଅଧାବାଟରେ ଅଟକି ଥିବା ରଥ

mahabharatanews