ଭାରତ

ଅଲବିଦା ୨ ହଜାର ଟଙ୍କିଆ ନୋଟ୍

(ଦିଲ୍ଲୀ) :  ବଜାରରରେ ଆଉ ଉପଲବ୍ଧ ହେବନାହିଁ ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟକୁ ପ୍ରତ୍ୟାହାର କରିନେବାକୁ ଆରବିଆଇ ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ସ୍ପଷ୍ଟ କରିଛି ରିଜର୍ଭ ବ୍ୟାଙ୍କ।

ସୂଚନାନୁଯାୟୀ ,ଆରବିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଯାହା ପାଖରେ ଏହି ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ । ଏହା ମେ ୨୩ରୁ ଆରମ୍ଭ ହେବ । ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟକୁ ବଦଳା ଯାଇପାରିବ । ଜଣେ ଏକା ଥରେ ୨୦ଟି ନୋଟ୍ ବଦଳାଇପାରିବ ।

 

Related posts

 ପ୍ରାଣ ପ୍ରତିଷ୍ଠା ପାଇଁ ୭ହଜାର ଭିଭିଆଇପି ନିମନ୍ତ୍ରିତ

mahabharatanews

 ଏପ୍ରିଲ ୨୩ ଯାଏଁ କେ କବିତାଙ୍କ ରିମାଣ୍ତ ଅବଧି ବୃଦ୍ଧି 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews