ଓଡିଶା

କାଳବୈଶାଖୀରେ ବେହାଲ ଟ୍ୱିନ୍‌ସିଟି

(ଭୁବନେଶ୍ୱର) : ସକାଳୁ ସକାJଳୁ ତତଲା ପାଲଟିଥିବା ରାଜଧାନୀ ଭୁବନେଶ୍ବର। ମାତ୍ର ଅପରାହ୍ଣ ଗୋଟାଏ ବେଳକୁ ଭୁବନେଶ୍ବର ସମେତ କଟକ, ପୁରୀ, ଖୋର୍ଦ୍ଧା, ‌ନୟାଗଡ଼ ଅଞ୍ଚଳରେ ପାଗରେ ପରିବର୍ତନ ହୋଇଥିଲା । ଆକାଶରେ ହଠାତ ମାଡ଼ି ଆସିଥିଲା କଳାହାଣ୍ଡିଆ ବାଦଲ।

ସୂଚନାନୁଯାୟୀ , ଟ୍ୱିନ୍‌ସିଟିରେ କାଳବୈଶାଖୀ ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ଲାଗି ରହିଥିଲା। ତା’ ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିଥିଲା। କିଛି ସମୟ ପାଇଁ ଭୁବନେଶ୍ବରରେ ଘଣ୍ଟା ପ୍ରତି ୯୩ କିମି ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ବି ହୋଇଥିଲା। ପ୍ରଭାବରେ ସାଧାରଣ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି।

Related posts

ଲାଞ୍ଚ ନେଇ ଧରାପଡ଼ିଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର

mahabharatanews

ସୃଷ୍ଟି ହେବ ଆଉ ଏକ ଲଘୁଚାପ ,୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା

mahabharatanews

ରହସ୍ୟ ଘେରରେ ବଧୂହତ୍ୟା: କଠୋର କାର୍ଯ୍ୟାନୁଷ୍ଠାନ ଦାବିକଲେ ମୃତକଙ୍କ ଭାଇ

mahabharatanews