ଓଡିଶା

କାଳବୈଶାଖୀରେ ବେହାଲ ଟ୍ୱିନ୍‌ସିଟି

(ଭୁବନେଶ୍ୱର) : ସକାଳୁ ସକାJଳୁ ତତଲା ପାଲଟିଥିବା ରାଜଧାନୀ ଭୁବନେଶ୍ବର। ମାତ୍ର ଅପରାହ୍ଣ ଗୋଟାଏ ବେଳକୁ ଭୁବନେଶ୍ବର ସମେତ କଟକ, ପୁରୀ, ଖୋର୍ଦ୍ଧା, ‌ନୟାଗଡ଼ ଅଞ୍ଚଳରେ ପାଗରେ ପରିବର୍ତନ ହୋଇଥିଲା । ଆକାଶରେ ହଠାତ ମାଡ଼ି ଆସିଥିଲା କଳାହାଣ୍ଡିଆ ବାଦଲ।

ସୂଚନାନୁଯାୟୀ , ଟ୍ୱିନ୍‌ସିଟିରେ କାଳବୈଶାଖୀ ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ଲାଗି ରହିଥିଲା। ତା’ ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିଥିଲା। କିଛି ସମୟ ପାଇଁ ଭୁବନେଶ୍ବରରେ ଘଣ୍ଟା ପ୍ରତି ୯୩ କିମି ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ବି ହୋଇଥିଲା। ପ୍ରଭାବରେ ସାଧାରଣ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି।

Related posts

ପାରଳାଖେମୁଣ୍ଡିର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

mahabharatanews

80 ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି।

mahabharatanews

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ- 2026 ଜିଲ୍ଲାସ୍ତରୀୟ ଯୁଵୋତ୍ସବ

mahabharatanews