ଭାରତ

ଇମ୍ରାନ ଖାନଙ୍କ ବିମାନ ଯାତ୍ରା ଉପରେ ଲାଗିଲା ରୋକ

(ଲାହୋର) : ‘ନୋ ଫ୍ଲାଏ ଲିଷ୍ଟ୍‌’ରେ ରହିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନ ଖାନ୍‌, ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ଲିଷ୍ଟ୍‌ରେ ରଖାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ ନିଷିଦ୍ଧ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ଇମ୍ରାନ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ନୋ ଫ୍ଲାଏ ଲିଷ୍ଟ୍‌ରେ ରହିଛନ୍ତି। ଇମ୍ରାନ ଖାନ୍‌ ଏଣିକୁ ଆଉ ବିମାନ ଯାତ୍ରା କରିପାରିବେନି। ଇତିମଧ୍ୟରେ ଇମ୍ରାନ ଆଜି ଦାବି କରିଛନ୍ତି ଯେ ତାଙ୍କ ଦଳକୁ ଭାଙ୍ଗିଦେବାପାଇଁ‌ ଚେଷ୍ଟା କରାଯାଉଛି।

Related posts

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

mahabharatanews

ଆଫଗାନିସ୍ତାନରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୦୦୦କୁ ବୃଦ୍ଧି

mahabharatanews

” ଅନେକ ଇଭିଏମ୍ ଗାଏବ୍ ହୋଇଛି” : ମମତା ବାନାର୍ଜୀ

mahabharatanews