ଭାରତ

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆ ଦିଲ୍ଲୀ: ଦିଲ୍ଲୀ- ଏନସିଆର , ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଆଜି ଅପରାହ୍ନ ୨.୫୦ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ହିନ୍ଦୂକୁଶ ଅଞ୍ଚଳରେ ରେକ୍ଟର ସ୍କେଲରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ଓ ଆଫଗାନିସ୍ତାନ ହୋଇଥିବା ସୂଚନା ରହିଛି ।

Related posts

ମାଣ୍ଡିଆ ଖାଇବେ ବଡ଼ ବଡ଼ ଶିଳ୍ପପତି

mahabharatanews

ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ୱସ୍ତି

mahabharatanews

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews