ଓଡିଶା

ଖୁବଶୀଘ୍ର ମା’ ହେବ ‘ମଲ୍ଲୀ’

(ଭିତରକନିକା) :  ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବ ବୋଲି ସୂଚନା ମିଳିଛି ।ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା ଦେଇଥିଲା। ସେଥିରୁ କିନ୍ତୁ ଛୁଆ ବାହାରି ନ ଥିଲା  ଏଥର ତା’ର ଚାଲିଚଳନ ଓ ବ୍ୟବହାରରେ ପରିବର୍ତ୍ତନରୁ ଚଳିତବର୍ଷ ପୁଣି ଅଣ୍ତା ଦେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ , ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ହେତୁ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।

 

 

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; କେନ୍ଦୁଝରରୁ ସର୍ବାଧିକ ୩୩୪ ଆକ୍ରାନ୍ତ ଚିହ୍ନଟ 

mahabharatanews

ଭିଜିଲାନ୍ସ ଜାଲରେ କୃଷି ଓଭରସିୟର

mahabharatanews

ମୋବସରେ କ୍ୟୁଆର୍ କୋଡ୍ ମାଧ୍ୟମରେ ଟିକେଟ୍ ସେବା ଆରମ୍ଭ

mahabharatanews