ଓଡିଶା

ସୁନା ଦରରେ ପରିବର୍ତ୍ତନ, ଚିନ୍ତାରେ ଗ୍ରାହକ

(ଭୁବନେଶ୍ୱର) :  ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର ଦାମ୍  । ଏହି କ୍ରମରେ ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସାମାନ୍ୟ କମିଛି ସୁନା ଦର । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୫୦୦ ଟଙ୍କା ରହିଛି ।

ସୂଚନାନୁଯାୟୀ , କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୫୫୫ ଟଙ୍କା ହୋଇଥିବାବେଳେ ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୬.୨୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୧୬.୬୦ ଟଙ୍କା, ୧୦ ଗ୍ରାମ ପିଛା ୭୭୦ଟଙ୍କା , ୧୦୦ ଗ୍ରାମ ପିଛା ୭,୭୦୦ ଓ ୧ କେଜି ପିଛା ୭୭,୦୦୦ ଟଙ୍କା ରହିଛି।

 

Related posts

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

mahabharatanews

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews