ଓଡିଶା

ଆଉ ଦୁଇରେ କେରଳ ଛୁଇଁବ ମୌସୁମୀ 

(ଭୁବନେଶ୍ୱର) :  ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଲେଣି ରାଜ୍ୟବାସୀ । ମୌସୁମୀ ଆସିବାକୁ ବିଳମ୍ବ ଥିବାରୁ ରଜ ଯାଏ ଏମିତି ସ୍ଥିତି ଜାରି ରହିବ। ବିଳମ୍ବରେ ମୌସୁମୀ ଆସିଲେ ବି ଭଲ ବର୍ଷା ଯେ ହେବ, ସେମିତି କିଛି ପୂର୍ବ ଆକଳନ ବି ନାହିଁ। ଜୁନ୍‌ରେ ମୌସୁମୀର ଦୁର୍ବଳ ପ୍ରଦର୍ଶନ ନେଇ ପାଣିପାଗ ବିଭାଗ ଆକଳନ କରିଛି ।

 ସୂଚନାନୁଯାୟୀ ,   ଦକ୍ଷିଣ ଆରବସାଗର ଓ ମାଳଦୀପ ଅଞ୍ଚଳ, ଲକ୍ଷାଦ୍ବୀପର କିଛି କିଛି ଅଂଶ, ସମ୍ପୂର୍ଣ୍ଣ କୋମୋରିନ୍‌ ଅଞ୍ଚଳ, ଦକ୍ଷିଣ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କେତେକାଂଶକୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ଆଉ ଦୁଇ ଦିନରେ ମୌସୁମୀ କେରଳ ଛୁଇଁବ ବୋଲି ଆଶା କରାଯାଉଛି।

Related posts

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ

mahabharatanews