ଓଡିଶା

ଏସସିବିରେ ବଢିଲା ବେଡ୍ ସଂଖ୍ୟା

(ବାଲେଶ୍ଵର) :  ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ରକ୍ତରେ ଭିଜିଛି ବାଲେଶ୍ୱରର ବାହାନାଗା । ଏଣେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ମେଡିକାଲରେ ସ୍ଥାନ ନଥିବାରୁ ଆହତଙ୍କ ସଂଖ୍ୟା ବଢୁଥିବାର ଦେଖି, ଏସସିବିରେ ଆଉ ଶହେ ସିଟ୍ ସଂଖ୍ୟା ବଢାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ।

ସୂଚନାନୁଯାୟୀ ,  ପୂର୍ବରୁ ବେଡ୍ ସଂଖ୍ୟା ବଢାଇଯାଇଥିଲା ହେଲେ ଆହତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥର ବଢାଯାଇଛି ବେଡ୍ ସଂଖ୍ୟା । ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ସମସ୍ତ ପ୍ରକାଶ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି ଡାକ୍ତରୀ ଟିମ୍ ।

Related posts

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି

mahabharatanews

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

mahabharatanews