ଭାରତ

ଭୟଙ୍କର ରୂପେ ଆସୁଛି ବାତ୍ୟା  ‘ବିପର୍ଯ୍ୟୟ ,ଗୁରୁବାର ଛୁଇଁବ ସ୍ଥଳଭାଗ

(ମୁମ୍ବାଇ) : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାନୁଯାୟୀ ,   ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ ବୋଲି ଆକଳନ କରିଛି | ପାଣିପାଗ ବିଭାଗର ତାଜା ଆକଳନ ମୁତାବକ ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

 

 

Related posts

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

mahabharatanews

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଭାରତୀୟ ରେଳବାଇ

mahabharatanews

ଦେଶରେ JN-1 ମାମଲା; ମୋଟ ସଂଖ୍ୟା ୧୯୬କୁ ବୃଦ୍ଧି

mahabharatanews