Uncategorized

‘ଆଦିପୁରୁଷ’ ଦେଖି ଜାଣିଲି କଟପ୍ପା ବାହୁବଲୀଙ୍କୁ କାହିଁକି ମାରିଥିଲେ: କ୍ରିକେଟର ବୀରେନ୍ଦ୍ର ସେହୱାଗ

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହାରି ମଧ୍ୟରେ ନିର୍ମାତା ଟିକେଟ ମୂଲ୍ୟ କମାଇଥିଲେ ମଧ୍ୟ ଦର୍ଶକ ଫିଲ୍ମ ଦେଖିବାକୁ ଆସୁନଥିବା ଦେଖିବାକୁ ମିଳିଛି । ଫିଲ୍ମକୁ ଅନେକ କଳାକାର ନାପସନ୍ଦ କରିସାରିଥିବା ବେଳେ ଏବେ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଫିଲ୍ମକୁ ଓ ପ୍ରଭୁ ରାଘବଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ପ୍ରଭାସଙ୍କୁ ଟ୍ରୋଲ କରିଛନ୍ତି। ଟ୍ବିଟ କରି ‌ସେ ପ୍ରଭାସଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଆଦିପୁରୁଷ ଦେଖିବା ପରେ, ମୁଁ ଜାଣିଲି ଯେ କଟପ୍ପା ବାହୁବଲୀଙ୍କୁ କାହିଁକି ହତ୍ୟା କରିଥିଲେ?

 

Related posts

କରୋନାରେ ଆମେରିକା ଆଗରେ, ଦିନକରେ ୨୬୦୦ ଲୋକଙ୍କ ବିୟୋଗ

mahabharatanews

ଅଯୋଧ୍ୟାରେ ମାଂସ ବିକ୍ରୀ ଉପରେ କଟକଣା ପ୍ରତ୍ୟାହାର

mahabharatanews

ଆମେରିକାରେ ସିଏଏକୁ ଭାରତୀୟ ସମ୍ପ୍ରଦାୟଙ୍କ ସମର୍ଥନ

mahabharatanews