ମନୋରଞ୍ଜନ

ଖୁବ ଶୀଘ୍ର ରିଲିଜ ହେବ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ 

(ମୁମ୍ବାଇ) :  ଫିଲ୍ମ ‘ଗଦର ୨’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଦର୍ଶକ ‘ଆଗାମୀ ଚଳଚ୍ଚିତ୍ର ‘ଗଦର ୨’ ରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ବୁଧବାର ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ‘ଉଡ୍ ଯା କାଲେ କୱା ତେରେ…’ ରିଲିଜ୍ ହୋଇଥିଲା। ଏହି ଗୀତଟିକୁ ଦର୍ଶକ ଦେଖିବା ପରେ ପୁରୁଣା ଦିନ ମାନେ ପଡିଯାଇଛି ।

 ନିର୍ମାତାଙ୍କ କହିବାନୁଯାୟୀ, ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ପାଇଁ ଆଉ ଏକ ସର୍‌ପ୍ରାଇଜ୍‌ ରଖିଛନ୍ତି, ଯାହାକି ଲୋକଙ୍କୁ ୨୨ ବର୍ଷ ପୁରୁଣା ସ୍ମୃତି ସହିତ ଯୋଡି ହେବା ପାଇଁ ଆଉ ଏକ ସୁଯୋଗ ଦେବ। ‘ଗଡର ୨’ର ‘ଉଡ୍ ଯା କାଲେ କୱା ତେରେ…’ ଗୀତ ରିଲିଜ୍ ହେବାର କିଛି ଦିନ ପରେ ଏହାର ନିର୍ଦ୍ଦେଶକ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି ଯେ ସେ ତାଙ୍କ ଦର୍ଶକଙ୍କ ପାଇଁ ଆଉ ଏକ ଗୀତକୁ ପୁନର୍ବାର ନିର୍ମାଣ କରିଛନ୍ତି। ସନ୍ନି ଦେଓଲଙ୍କ ଏହି ଗୀତଟି ପ୍ରଥମ ଚଳଚ୍ଚିତ୍ରରେ ଲୋକମାନେ ବହୁତ ପସନ୍ଦ କରିଥିଲେ।

Related posts

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

mahabharatanews

‘ଆଦିପୁରୁଷ ଦେଖି ପରଦା ଫାଡ଼ି ଦେବାପାଇଁ ଇଛା ହେଉଥିଲା’: ରାମାୟଣର ଲକ୍ଷ୍ମଣ 

mahabharatanews

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews