Uncategorized

ଉଦ୍ଘାଟନ ଉତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକା

ବିଷମ କଟକ:ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ମୁନିଗୁଡା ହାଟନିକଟରେ  ନିର୍ମିଣ ହୋଇଛି  କଲ୍ୟାଣ ମଣ୍ଡପ ।  ଅନୁସୂଚିତ ଜନଜାତି ତଥା  ଆଇନ  ମନ୍ତ୍ରୀ  ଜଗନ୍ନାଥ ସାରକାଙ୍କ ଦ୍ଵାରା ଉଦ୍ଘାଟନ  ହୋଇଛି ନବ ନିର୍ମିତ କଲ୍ୟାଣ ମଣ୍ଡପ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରିଙ୍କ ସହ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ  ସୁଧୀର ଦାସ , ରାୟଗଡ଼ା ଜିଲ୍ଲା ପାଳ ସୁଧା ଦେବ ସିଂ , ବିଷମକଟକ ବିଡ଼ିଓ  ସଦାଶିବ ନାୟକ, ବ୍ଲକ ଭାଇସ୍ ଚେୟାର ମ୍ୟାନ  ଦେବୀ ପଟ୍ଟନାୟକ, ଜେଇ ଦୀପକ କୁମାର ନାୟକ,ପିଇଓ ମଳୟ ନାୟକ, ପୁରୁଷ ତମ ବିଭାର, ବିଷମକଟକ ବ୍ଲକ ଅଧ୍ୟକ୍ଷା  ଯୋଶଦା ହୁଇକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଅନୁସୟା ମାଝୀ, କ ଜୋନର ଜିଲ୍ଲା ପରିଷଦ ସଭ୍ୟା ସୁଯତା କାଡାରାକା, ବିଷମକଟକ ବ୍ଲକର ବରିଷ୍ଠ ଆଇନଜୀବି ତଥା ଖଦୀ ବୋର୍ଡ ଅଧ୍ୟକ୍ଷ  ପୃଥିବୀ ରାଜ ସାହୁ, ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ,ସରପଞ୍ଚ ନାରାୟଣ ହୁଇକା,ସମିତି ସଭ୍ୟ, ମୁନିଗୁଡା ବ୍ଲକ ବିଜେଡି ସଭାପତି  ରତନ ଲାଲ ଜୈନ, କଲ୍ୟାଣ ମଣ୍ଡପ ଠିକାଦାର  ଅନିଲ କୁମାର ତାରିଣୀ, ଅନେକ ବିଜେଡି ନେତୃବୃନ୍ଦ ଓ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ।  ଏହି କାର୍ଯ୍ୟକ୍ରମକୁ ପଂଚାୟତର ସମସ୍ତ ସରକାରୀ କର୍ମଚାରୀ ଓ ଠିକାଦାର ଅନୀଲ କୁମାର ତାରିଣୀ ପରିଚାଳନା କରିଥିଲେ।

Related posts

୧୨ ଚକିଆ ଟ୍ରକ ସହ ବାଇକ ଧକ୍କା, ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ

mahabharatanews

ବସ କଣ୍ଟେନର ମୁହାଁମୁହିଁ ଧକ୍କା: ୮ ମୃତ

mahabharatanews

ଷ୍ଟେସନରେ ତିଆରି ହେଲା ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରତିମା

mahabharatanews