ଓଡିଶା

ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ

ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ସମୟରେ ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧିଛକ ଠାରେ ଘଟିଛି ଏହି ଅଘଟଣ | ଥଣ୍ତା ବୋଝେଇ ପିକଅପ ଭ୍ୟାନ ହାଣ ପଟକୁ ବୁଲିଲା ବେଳେ ଭାରସାମ୍ୟ ହରାଇ ପିଟି ହୋଇଗଲେ ବାଇକ ଆରୋହୀ | ପରେ ପଡି କ୍ଷତାକ୍ତ ହୋଇଛନ୍ତି | ସଂଗେ ସଂଗେ ସ୍ଥାନୀୟ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଦୁଇ ଯୁବକ |

Related posts

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

mahabharatanews

ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ

mahabharatanews

ଶ୍ରୀ ଜଗତଗୁରୁ ଅନନ୍ତ ନାରାୟଣ ବିଷ୍ଣୁ ଓ ଅନନ୍ତ କଳ୍କୀ ମହାପ୍ରଭୁ ଙ୍କ 24 ତମ ବାର୍ଷିକ ପ୍ରତିଷ୍ଠା ଦିବସ…

mahabharatanews