ଓଡିଶା

ସରିଲା ସହିଦ ସପ୍ତାହ; ବସ୍‌ ସେବା ସ୍ବାଭାବିକ

(ରାୟଗଡା) : ସରିଲା ମାଓବାଦୀଙ୍କ ସହିଦ ସପ୍ତାହ । ଜୁଲାଇ ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ମାଓବାଦୀଙ୍କ ସହିଦ ସପ୍ତାହ ଗତକାଲି ଶେଷ ହୋଇଛି। ବହୁ ପୂର୍ବରୁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ଘୋଷଣା କରିଥିଲେ। ତେଣୁ ଏହି ସପ୍ତାହରେ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି ଆଶଙ୍କା ରହିଥିଲା।  ଆଜିଠାରୁ  ଠାରୁ ବସ୍‌ ସେବା ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାରେ ପୁଲିସ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଜୋର୍‌ଦାର ହେବାରୁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ସୁଯୋଗ ପାଇ ନଥିଲେ। ତଥାପି ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କାଁ ଭାଁ ସରକାରୀ ବସ୍‌ ଚଳାଚଳ କରିଥିଲା।

Related posts

ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ

mahabharatanews

ସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିର

mahabharatanews

ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ

mahabharatanews