ମନୋରଞ୍ଜନ

‘କରାଚି ଟୁ ନୋଏଡା’; ଅଡିସନ ଆରମ୍ଭ

(ନୋଇଡା) : ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହେଦର ଏବଂ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମ କାହାଣୀ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ସୀମା ଏବଂ ସଚିନଙ୍କୁ ନିର୍ମାଣ ହେବା ପାଇଁ ଯାଉଁଛି ଏକ ଫିଲ୍ମ । ଯାହାର ନାଁ ରହିଛି କରାଚି ଟୁ ନୋଏଡା, ଯେଉଁଥି ପାଇଁ ସାରା ଦେଶରେ କିଛି ଲୋକ ସୀମା ସଚିନଙ୍କୁ ପସନ୍ଦ କରୁଥିବା ବେଳେ କିଛି ତାଙ୍କୁ ବିରୋଧ କରୁଛନ୍ତି ।

ସୂଚନାନୁଯାୟୀ , ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ସୀମା ଏବଂ ସଚିନଙ୍କୁ ନେଇ ସିନେମା ନିର୍ମାଣ କରାଯାଉଛି । ବର୍ତ୍ତମାନ ଅଡିସନ ଆରମ୍ଭ ହୋଇଛି ଯାଇଛି । ପ୍ରେତ୍ୟକ ଦିନ ବହୁ କଳାକାର ଏହି ଭୂମିକା ପାଇଁ ଅଡିସନ ଦେବା ପାଇଁ ମଧ୍ୟ ଆସୁଛନ୍ତି । ଅଡିସନ ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ପ୍ରଡକ୍ସନ ହାଉସ ତରଫରୁ ସେୟାର କରାଯାଇଛି । ଯେଉଁଥିରେ ଅଭିନେତ୍ରୀ ଏବଂ ମଡେଲମାନଙ୍କୁ ସୀମା ହେଦରଙ୍କ ଭୂମିକା ପାଇଁ ଅଡିସନ କରାଯାଉଛି ।

Related posts

୨୧ରେ ଆସୁଛି ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

“ବିବାହକୁ ସାର୍ବଜନୀନ କାର୍ଯ୍ୟ କରିବାକୁ ଚାହୁଁନଥିଲି’’: ତାପସୀ 

mahabharatanews

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews