ମନୋରଞ୍ଜନ

ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତା

(ମୁମ୍ବାଇ) :  ଗୋଟିଏ ପଟେ ଓ ମାଇଁ ଗଡ୍’କୁ ସଫଳତା ମିଳୁଥିବା ବେଳେ  ଆଖି ବୁଜିଲେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତା ପଣ୍ଡିତ ବନାରସ ତ୍ରିପାଠୀ । ୯୮ ବର୍ଷ ବୟସରେ ଜନ୍ମ ଗ୍ରାମ ବେଲସାଣ୍ଡରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ଆମେ ଜଣାଇ ଦଉଛୁ ଯେ,ପଙ୍କଜ ତ୍ରିପାଠୀଙ୍କ ପିତାଙ୍କର କିଛି ରୋଗ କିମ୍ବା ବୟସ କାରଣରୁ ଦେହାନ୍ତ ହୋଇଛି, ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡିନାହିଁ। ପିତାଙ୍କ ମୃତ୍ୟୁ ପରେ ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଗାଁକୁ ଚାଲିଯାଇଛନ୍ତି। ପଙ୍କଜ ତ୍ରିପାଠୀ କହିଥିଲେ ଯେ ତାଙ୍କ ପିତା କେବଳ ଥରେ ମୁମ୍ବାଇ ଆସିଥିଲେ। ସେ ପଙ୍କଜଙ୍କ ବଡ ଘର ଏବଂ କୋଠାକୁ ପସନ୍ଦ କରୁନଥିଲେ। ପିତାଙ୍କ ଇଚ୍ଛା ଥିଲା ଯେ ପୁଅ ଶିକ୍ଷିତ ହେବା ପରେ ଡାକ୍ତର ହେବ। ବାପାଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ପଙ୍କଜ  ।

Related posts

ହସ୍ପିଟାଲରେ ଭର୍ତି ହେଲେ ଅମିତାଭଙ୍କ ଶାଶୁ

mahabharatanews

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

mahabharatanews

ପରଲୋକରେ ଅଭିନେତା ଫିରୋଜ ଖାନ

mahabharatanews