ଭାରତ

ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ

(ଦିଲ୍ଲୀ) : ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ । ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚିଥିବା ଚନ୍ଦ୍ରଯାନ-୩ କୁ ୧୨ ଦିନ ହେଇ ଗଲାଣି । ଆଉ ଏହାର ପ୍ରଜ୍ଞାନ ରୋଭର ସ୍ଲିପମୋଡକୁ ଚାଲି ଯାଇଛି । ତେବେ ISRO ତଥାପି ଚନ୍ଦ୍ର ଉପରେ ଅନେକ ପ୍ରକାରର ପରୀକ୍ଷଣ କରୁଛି । ସଫ୍ଟ ଲ୍ୟାଣ୍ଡିଂ ସୋମବାର ପୁଣି କରାଯାଇଛି ।

ଏନେଇ ISRO କହିଛି ଯେ ଭବିଷ୍ୟତ ମିଶନ ପାଇଁ ଏହି ପ୍ରକାର ପରୀକ୍ଷଣ କରିବା ଆବଶ୍ୟକ ଥିଲା । ଆରପାରିରେ ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ କରିଥିବା ବୈଜ୍ଞାନିକ ଭଲରମଥି ISRO ସୋମବାର ଏକ୍ସ (ଟୁଇ) କରିଛି ଯେଉଁଥିରେ ଏହି ସମଗ୍ର ପରୀକ୍ଷଣ ବିଷୟରେ ସୂଚନା ଦିଆଯାଇଛି ।  ଗତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୦୪ ମିନିଟରେ ଚନ୍ଦ୍ରରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ସବୁ ଆଡେ଼ ଖୁସର ମାହୋଲ ଖେଲି ଯାଇଥିଲା । ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହୋଇଛି ।

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

 ଶପଥ ଗ୍ରହଣ କଲେ ରେୱନ୍ତ ରେଡ୍ଡୀ

mahabharatanews

ମଙ୍ଗଳ ଗ୍ରହର ପଥର ପାଖରେ ଦେଖିବାକୁ ମିଳିଛି ଏକ ଅଜବ ଆକୃତ୍ତିର ଜୀବ

mahabharatanews