ଓଡିଶା

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ୨ଦନ୍ତା 

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା । ଏହି କ୍ରମରେ ଅନୁଗୁଳ ବ୍ଲକ ସାତକୋଶଆ ଅଭୟାରଣ୍ୟରେ ଏକ ବଡ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଦୁଇ ହାତୀଙ୍କ ଗଳିତ ମୃତଦେହ ଆଜି ବନ ବିଭାଗ ଠାବ କରିଛି। ସେଥି ମଧ୍ୟରେ ଗୋଟିଏ ଦନ୍ତା ହାତୀ ଥିବାବେଳେ ଅନ୍ୟଟି ମାଈ ହାତୀ।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ଟାଇଁସି ସଂରକ୍ଷିତ ଜଙ୍ଗଲ କଂପାର୍ଟମେଣ୍ଟ ୯ରେ ରାସ୍ତା ପାର୍ଶ୍ଵରେ ଦୁଇଟି ହାତୀ ମରିପଡ଼ିଥିବା ଆଜି ଗାଈ ଜଗୁଆଳିମାନେ ଦେଖିଲା ପରେ ପରେ ଖବର ପାଇ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related posts

ଆଜାଦୀ କା ଅମୃତ ମହୋତ୍ସବ ଲାଗି ତ୍ରିରଙ୍ଗା ଯାତ୍ରା

mahabharatanews

କ୍ୱାରାଣ୍ଟାଇନ୍ ସେଣ୍ଟରରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ଵ

mahabharatanews

ପ୍ରତିଶ୍ରୁତି ପରେ ଟୋଲକ ବେଡା ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

mahabharatanews