ଭାରତ

ଗିରଫ ହେଲେ ତେଲୁଗୁ ଦେଶମ୍ ପାର୍ଚି ସଭାପତି ଏନ.ଚନ୍ଦ୍ରବାବୁ ନାଇଡୁ 

(ଆନ୍ଧ୍ରପ୍ରଦେଶ) :  ଦକ୍ଷତା ବିକାଶ ଦୁର୍ନୀତି ରେ 250 କୋଟି ଟଙ୍କା । ଘଟଣା ୨୫୦ କୋଟିରେ ଦୁର୍ନୀତି ମାମଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଚି ସଭାପତି ଏନ.ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ପ୍ରଥମେ ତାଙ୍କୁ ଏୟାରସିଫ୍ଟ କରି ନନ୍ଧାଲ ଡାକ୍ତରଖାନା ନିଆଯାଇଥିଲା । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

Related posts

ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ 

mahabharatanews

କେବଳ ଦିଲ୍ଲୀରେ ନୁହେଁ ଦେଶରେ ବାଣ ବ୍ୟାନ୍

mahabharatanews

ରାସ୍ତା ଉପରେ ରାହୁଲ ଗାନ୍ଧୀ

mahabharatanews