ମନୋରଞ୍ଜନ

 ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି ଚଳଚ୍ଚିତ୍ର ‘ଯବାନ’

(ମୁମ୍ବାଇ) :  ‘ପଠାନ୍’ ପରେ ଶାହରୁଖଙ୍କ ଚଳଚ୍ଚିତ୍ର ‘ଯବାନ’ ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି। ଗତକାଲି ରିଲିଜ୍ ହୋଇଥିବା ‘ଯବାନ’କୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି। ପ୍ରେକ୍ଷାଳୟ ଭିତରର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ଫିଲ୍ମର ସଂଳାପରେ ଚିତ୍କାର କରି ସଙ୍ଗୀତରେ ନାଚୁଥିବାର ନଜର ଆସିଛନ୍ତି।

ସୂଚନାନୁଯାୟୀ , ‘ଯବାନ’ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବ। ପ୍ରଥମ ଦିନ ବକ୍ସ ଅଫିସ୍ ସଂଗ୍ରହ ବିଷୟରେ ରମେଶ ବାଲା ଅନେକ ଟ୍ୱିଟ୍ କରିଛନ୍ତି। ଫିଲ୍ମର ବକ୍ସଅଫିସ୍ କାରବାର ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।   ସବୁଠୁ ବଡ଼ କଥା ହେଲା, ସବୁବେଳେ ବଲିଉଡ କଳାକାରଙ୍କୁ ସେମାନଙ୍କ ଫିଲ୍ମ ଓ ଖରାପ ଅଭିନୟ ପାଇଁ ଟ୍ରୋଲ କରୁଥିବା କମାଲ ଆର୍ ଖାନ୍(କେଆରକେ) ଶାହରୁଖଙ୍କ ‘ଯବାନ’କୁ ପ୍ରଶଂସା କରିଛନ୍ତି।

 

Related posts

ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଅରିଜିତ ସିଂହ!

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜୟ ଓ ରଶ୍ମିକା

mahabharatanews