ମନୋରଞ୍ଜନ

 ପରଲୋକରେ ‘ବୀରବଲ’ ସତୀନ୍ଦର୍‌ କୁମାର ଖୋସ୍‌ଲା

(ମୁମ୍ବାଇ) : ପରଲୋକରେ ‘ବୀରବଲ’ ନାମରେ ସୁପରିଚିତ ବର୍ଷୀୟାନ୍‌ ଅଭିନେତା ସତୀନ୍ଦର୍‌ କୁମାର ଖୋସ୍‌ଲା। ତାଙ୍କର  ହୃଦ୍‌ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ସୂଚନା ମିଳିଛି । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସୂଚନାନୁଯାୟୀ , ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ ନିମନ୍ତେ ସତୀନ୍ଦର ପ୍ରସିଦ୍ଧି ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ‘ସୋଲେ’ ସିନେମାରେ  ଅଭିନୟ କରିଥିବା କଏଦୀ ଚରିତ୍ର ପାଇଁ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ। ତାଙ୍କର  ହୃଦ୍‌ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ସୂଚନା ମିଳିଛି ।

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’

mahabharatanews

ଦର୍ଶକଙ୍କ ମନ ମୋହୁଛି ଫିଲ୍ମ ‘ଆନିମଲ’

mahabharatanews

ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହେଲେ ଉର୍ବଶୀ

mahabharatanews