ଓଡିଶା

 ଶିଶୁ ବଦଳ ମାମଲା ; ସଂଗ୍ରହ ହେଲା ସାମ୍ପଲ 

(ଭୁବନେଶ୍ୱର) : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗରେ ଆଜି ଡିଏନ୍‌ଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରିଛନ୍ତି ଡାକ୍ତରୀ ଟିମ୍‌ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପଲ ସଂଗ୍ରହ ହୋଇଛି । ନବଜାତ ଶିଶୁର ମା’ ଓ ଶିଶୁ କନ୍ୟାର ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଛି । କ୍ୟାପିଟାଲର ହସ୍ପିଟାଲରେ ପହଞ୍ଚି ଏକ ଟିମ୍ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରିଛନ୍ତି ।

ସୂଚନାନୁଯାୟୀ ,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ମଙ୍ଗଳବାର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ପ୍ରସୂତି ବିଭାଗ ଓଟିରେ ଏକ ଶିଶୁ ଜନ୍ମ ଦେଇଥିଲେ। ଓଟି ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟ ଆସି ତାଙ୍କର ପୁଅ ହୋଇଛି ବୋଲି କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ।

Related posts

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ

mahabharatanews

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

mahabharatanews

ଜନପ୍ରିୟ ସାଂସଦ ମହେଶ ସାହୁ ରାଣୀପାର୍କ ସୂରକ୍ଷା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ

mahabharatanews