ମନୋରଞ୍ଜନ

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

(ମୁମ୍ବାଇ) : ମୁହଁ ଖୋଲିଲେ ଅକ୍ଷୟ କୁମାର । ପୁଣି ଥ‌ରେ ଲୋକଙ୍କ ସମାଲୋଚନାର ପାତ୍ର ହେବା ପରେ ଏବେ ପ୍ରତିକ୍ରିୟା ଦେଇଛନ୍ତି । ଅକ୍ଷୟଙ୍କ ଫିଲ୍ମ ‘ମିସନ୍‌ ରାନିଗଞ୍ଜ’ ଗୋଟାଏ ପଟରେ ସିନେମା ହଲ୍‌ରେ ମାନ୍ଦା ଚାଲିଥିବା ବେଳେ ଏପଟେ ପୁଣି ବିବାଦରେ ଛନ୍ଦି ‌ହୋଇଛନ୍ତି ଖିଲାଡି ବୟ। ଅକ୍ଷୟଙ୍କୁ ଲୋକେ ସମାଲୋଚନା କରୁଥିବା ବେଳେ ନିଜର ନୀରବତା ଭଙ୍ଗ କରିଛନ୍ତି ଖିଲାଡି ବୟ।

ସେ କହିଛନ୍ତି କି, ‘‘ଏହି ବିଜ୍ଞାପନ ୨୦୨୧ ମସିହାରେ ସୁଟ୍‌ ହୋଇଥିଲା। କମ୍ପାନି ନିୟମ ଅନୁସାରେ ସୁଟ୍‌ ହେବାର ନିର୍ଦ୍ଦିଷ୍ଟ କିଛି ମାସ ପର୍ଯ୍ୟନ୍ତ ତାହାକୁ ଦେଖାଇ ପାରିବେ। ଧୖର୍ଯ୍ୟେ ଧରନ୍ତୁ, ଆଗକୁ ସେ ବିଜ୍ଞାପନ ଦିଶିବ ନାହିଁ।

 

 

Related posts

 ଅଭିନେତ୍ରୀ ଡଲିଙ୍କୁ କର୍କଟ

mahabharatanews

ସୋନମଙ୍କ ବଙ୍ଗଳାରେ ଡେଭିଡ୍‌ ବେକହାମ୍‌

mahabharatanews

OTT’ରେ ବିଗ୍ ବସ୍

mahabharatanews