ମନୋରଞ୍ଜନ

ଶୀଘ୍ର ବିବାହ କରିବେ ସୁପରଷ୍ଟାର ପ୍ରଭାସ

(ମୁମ୍ବାଇ) : ତେଲୁଗୁ ସୁପରଷ୍ଟାର ପ୍ରଭାସ ନିଜର ବିବାହକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚାରେ ରହିଛନ୍ତି  । ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କୁ ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନାନୁଯାୟୀ ,ପ୍ରଭାସଙ୍କ ମାଉସୀ ଶ୍ୟାମାଲା ଦେବୀ ତାଙ୍କ ବିବାହ ବିଷୟକୁ ନେଇ ଅପଡେଟ୍ ଦେଇଛନ୍ତି । ସେ  ଆଲୋଚନା କରୁଥିବା ବେଳେ ଶ୍ୟାମଲା ଦେବୀ କହିଛନ୍ତି- ଆମ ପାଖରେ ଦୁର୍ଗାମ୍ମାଙ୍କର ଆଶୀର୍ବାଦ ଅଛି । ଇଶ୍ୱରଙ୍କ କୃପା ଆମ ଉପରେ ରହିଛି । ପ୍ରଭାସ ନିଶ୍ଚିତ ଭାବରେ ବିବାହ କରିବେ ଏବଂ ଏହା ଶୀଘ୍ର ଏହା ଘଟିବ । ଆମେ ତୁମ ସମସ୍ତଙ୍କୁ ଅର୍ଥାତ୍ ମିଡିଆକୁ ବିବାହକୁ ନିମନ୍ତ୍ରଣ କରିବୁ ଏବଂ ଏହାକୁ ସେଲିବ୍ରେଟ୍ କରିବୁ ।

Related posts

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews

 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଙ୍ଗନାଙ୍କୁ ନିମନ୍ତ୍ରଣ

mahabharatanews

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

mahabharatanews