ଭାରତ

ଆଉ ଅଳ୍ପ ସମୟ ମାତ୍ର, ହେଲିକପ୍ଟର୍‌ ପ୍ରସ୍ତୁତ

(ଉତ୍ତରାକାଶି) :  ଉଦ୍ଧାର ଅଭିଯାନ ପ୍ରାୟ ‌ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି, ଘଣ୍ଟାଏ କି, ଦୁଇଘଣ୍ଟା ମଧ୍ୟରେ ଫଳାଫଳ ମିଳିଯିବ ବୋଲି ଆଶା କରୁଛିଥିବା କଥା ଉଦ୍ଧାରକାରୀ ଦଳର ଅନ୍ୟତମ ସଦସ୍ୟ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,  ନେଲ୍‌ରୁ ବାହାରିବା ପରେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ଛାତି ବିଶେଷଜ୍ଞଙ୍କ ସମେତ ୧୫ଜଣ ଡାକ୍ତର ଚିନ୍‌ୟାଲିସୌର୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା, ୪୧ଟି ହସ୍ପିଟାଲ୍‌ ବେଡ୍‌, ୩୦ଟି ଆମ୍ବୁଲାନ୍‌ସ୍‌ ଓ ଯଥେଷ୍ଟସଂଖ୍ୟକ ଅକ୍ସିଜେନ୍‌ ସିଲିଣ୍ଡର୍‌ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଏହାଛଡ଼ା, ଜରୁରୀ ପରିସ୍ଥିତି ଲାଗି ଘଟଣାସ୍ଥଳରେ ଗୋଟାଏ ହେଲିକପ୍ଟର୍‌ ମଧ୍ୟ ରଖାଯାଇଛି।

Related posts

ପୁଣି ବିଷବଳୟ ଭିତରେ ରାଜଧାନୀ ଦିଲ୍ଲୀ

mahabharatanews

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews

୨୦୦୦ ଟଙ୍କା ନୋଟ୍ ନେବାକୁ ମନା କରିପାରିବେନି ଦୋକାନୀ; ଆରବିଆଇ ଗଭର୍ଣ୍ଣର

mahabharatanews