ଭାରତ

ଭାରତ ଫେରିଲେ ଅଞ୍ଜୁ 

(ଦିଲ୍ଲୀ)  : ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ସ୍ବାମୀ ଓ ପିଲାଙ୍କୁ ଛାଡି ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ବୁଧବାର ନିଜ ଦେଶକୁ ଫେରିଛନ୍ତି। ପ୍ରଥମେ ସେ ୱାଘା ସୀମାରେ ପହଞ୍ଚିଥିଲେ। ସେଠାରେ ଆଇବି ଓ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଅମୃତସରରୁ ଦିଲ୍ଳୀ ବିମାନବନ୍ଦରରେ ପହଞ୍ଚିଥିଲେ ଅଞ୍ଜୁ।

ସୂଚନାନୁଯାୟୀ , କାରଣ ପୂର୍ବରୁ ଉଭୟ ତାଙ୍କ ବାପା ଓ ସ୍ବାମୀ ତ‌ାଙ୍କୁ ଗ୍ରହଣ କରିବାକୁ ମନା କରି ସାରିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ୍‌ ଅଞ୍ଜୁଙ୍କ ନାମ ଶୁଣିବା ପରେ ଖୁବ୍ ଚିଡ଼ିଗଲେ ଓ କହିଲେ, ‘‘ମୋର ଅଞ୍ଜୁ ସହ କୌଣସି ପ୍ରକାରର ମତ୍‌ଲବ୍‌ ନାହିଁ । ମୋ ତାଙ୍କ ବିଷୟରେ କିଛି ବି ଜଣାନାହିଁ। ସେ ଭାରତ ଆସନ୍ତୁ କି ନଆସନ୍ତୁ, ମୋ କିଛି ଯାଏଆସେ ନାହିଁ।’’ ସେହିପରି

Related posts

CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ

mahabharatanews

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌ 

mahabharatanews

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

mahabharatanews