ଓଡିଶା

ଖସୁଛି ପାରଦ 

(ଭୁବନେଶ୍ୱର) : ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି ।  ଓଡ଼ିଶାର ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।  ସିପାଏଜୁ ଭଳି ଦୁର୍ଗମ ପାହାଡିଆ ଗାଁରେ ପାରଦ ଆହୁରି ଦୁଇ ଡିଗ୍ରୀ କମ ରହିଥିବା ଏବଂ ଥଣ୍ଡା ଜାଡ଼ରେ କମ୍ପୁଥିବା ସୂଚନା ମିଳିଛି।

ସୂଚନାନୁଯାୟୀ , ସ୍ଥାନୀୟ ସହରରେ ପ୍ରବଳ ଥଣ୍ଡା ଯୋଗୁଁ ଯାତ୍ରୀବାହୀ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଥଣ୍ଡାର ସହରରେ ଥଣ୍ଡା ଖାଇବାକୁ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।

Related posts

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

mahabharatanews

ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ

mahabharatanews

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍ ବିଭାଗର ମକଡ୍ରିଲ

mahabharatanews