ଓଡିଶା

ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ଦାମ ରାଉତ

(ଭୁବନେଶ୍ୱର) : ଅସୁସ୍ଥ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ତାଙ୍କ ଜନ୍ମଦିନ ଥିବାବେଳେ ମେଡିକାଲରେ ପହଞ୍ଚି ତାଙ୍କ ସମର୍ଥକ ଶୁଭେଛା ଜଣାଇଛନ୍ତି ।

ସୂଚନାନୁଯାୟୀ , ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ତେଣୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟ ରାଜନୀତିର ସେ ଆଗଧାଡ଼ିର ଟାଣୁଆ ନେତା । ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Related posts

ସ୍ୱତନ୍ତ୍ର ଭାରତୀୟ ସ୍ଥଳ ସେନା – ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

mahabharatanews

 ଜନଶତାବ୍ଦୀ ଟ୍ରେନରେ ନିଆଁ

mahabharatanews

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି

mahabharatanews