ମନୋରଞ୍ଜନ

ମା ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

(ମୁମ୍ବାଇ) : ମା ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର  । ଉଭୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁଗନ୍ଧାଙ୍କ ସ୍ବାମୀ ଡାକ୍ତର ସଙ୍କେତ ଭୋସଲେ ଏହି ଖୁସି ଖବରକୁ ଇନଷ୍ଟାଗ୍ରାମ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

ସୂଚନାନୁଯାୟୀ ,  ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଖୁସିଖବର ଦେଇ କହିଛନ୍ତି, ‘ମୁଁ ପିତା ହୋଇଯାଇଛି ଏଥିପାଇଁ ଖୁବ ଖୁସି। ଏହି ଖୁସିକୁ ବଖାଣିବାକୁ ମୋ ପାଖରେ ଶବ୍ଦ ନାହିଁ।’ ଏହାପରେ ଭିଡିଓରେ ସଙ୍କେତ ହସ୍ପିଟାଲର ବିଛଣାରେ ଶୋଇଥିବା ତାଙ୍କ ପତ୍ନୀ ସୁଗନ୍ଧାଙ୍କ ଆଡକୁ କ୍ୟାମେରା ଦେଖାଇ କହୁଛନ୍ତି, ‘ସେ ମା’ ହୋଇସାରିଛନ୍ତି।’

Related posts

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews

ଭାଇରଲ ହେଲା ଅନୁଷ୍କାଙ୍କ ବେବି-ବମ୍ପ୍‌

mahabharatanews

‘ଡିପ୍‌ ଫେକ୍‌’ ଭିଡିଓ ମାମଲା : ବିହାରର ୧୯ ବର୍ଷର ଯୁବକକୁ ଜେରା

mahabharatanews