ମନୋରଞ୍ଜନ

ଧମାଲ ମଚାଉଛି ଫିଲ୍ମ ‘ ସାଲାର’

(ମୁମ୍ବାଇ) : ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ସୋମବାର ୩୦-୩୫ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ଦିନ ୯୦.୭ କୋଟି ଟଙ୍କା ଆୟ କରିବା ପରେ ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହାନ୍ତ ସୁଦ୍ଧା ୨୦୯.୧ କୋଟି ଆୟ କରିଥିଲା। ଯାହା ଭାରତରେ ୮୬.୭୫ କୋଟି ଟଙ୍କା ଆୟ କରିଥିଲା।

ସୂଚନାନୁଯାୟୀ , ‘ସଲାର’ ଏବେ ଘରୋଇ ବକ୍ସ ଅଫିସରେ ୨୫୦ କୋଟି ଟଙ୍କା ଆୟ କରିସାରିଛି। ଚାରି ଦିନ ପରେ ଫିଲ୍ମର ମୋଟ ଆୟ ଭାରତରେ ପ୍ରାୟ ୨୪୦-୨୪୩ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି। ସଲାର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୨୦୨୩ରେ କୌଣସି ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଓପନିଂ ମଧ୍ୟ କରିଥିଲା। ତିନି ଦିନ ପରେ ଏହା ୪୦୨ କୋଟି ଟଙ୍କା ଆୟ କରିଥିଲା।

Related posts

‘ଅଙ୍କିତାକୁ ବିବାହ କରାଇବାକୁ ଚାହୁନଥିଲୁ’ :ବିକିଙ୍କ ମା  

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

ଚର୍ଚାରେ ସଲମାନଙ୍କ ଟାଇଗର-୩ 

mahabharatanews